Door43-Catalog_or_tn/LUK/23/03.md

17 lines
1.4 KiB
Markdown

# ପିଲାତ ତାହାଙ୍କୁ ପଚାରିଲେ
“ପିଲାତ ଯୀଶୁଙ୍କୁ ପଚାରିଲେ”
# ଆପଣ କହୁଅଛନ୍ତି
ଏହି ରୂଢ଼୍ୟୋକ୍ତିର ଅର୍ଥ “ଯାହା ଆପଣ କହିଲେ ତାହା ସତ୍ୟ ଅଟେ” (ଦେଖନ୍ତୁ: ରୂଢ଼୍ୟୋକ୍ତି) ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣ ମୋତେ ଯାହା ପଚାରିଲେ ଠିକ୍ ତାହା ଅଟେ” (ୟୁଡିବୀ)।
# ଲୋକସମୂହକୁ
“ଲୋକମାନଙ୍କ ସମୂହକୁ”
# ଆମ୍ଭେ ଏହି ଲୋକ ଠାରେ କୌଣସି ଦୋଷ ପାଉ ନାହୁଁ
“ଆମ୍ଭେ କୌଣସି ବିଷୟରେ ଏହି ଲୋକ ଠାରେ ଦୋଷ ପାଉ ନାହୁଁ”
# ଲୋକମାନଙ୍କୁ ମତାଉଅଛି
“ଲୋକମାନଙ୍କ ମଧ୍ୟରେ ସମସ୍ୟାର କାରଣ ହେଉଛି”
# ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା
“ସେ ଗାଲିଲୀରେ ସମସ୍ୟାର କାରଣ ଥିଲେ ଓ ବର୍ତ୍ତମାନ ଏଠାରେ ମଧ୍ୟ ସମସ୍ୟାର କାରଣ ହେଉଛି।”