# ପିଲାତ ତାହାଙ୍କୁ ପଚାରିଲେ “ପିଲାତ ଯୀଶୁଙ୍କୁ ପଚାରିଲେ” # ଆପଣ କହୁଅଛନ୍ତି ଏହି ରୂଢ଼୍ୟୋକ୍ତିର ଅର୍ଥ “ଯାହା ଆପଣ କହିଲେ ତାହା ସତ୍ୟ ଅଟେ” (ଦେଖନ୍ତୁ: ରୂଢ଼୍ୟୋକ୍ତି) ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣ ମୋତେ ଯାହା ପଚାରିଲେ ଠିକ୍ ତାହା ଅଟେ” (ୟୁଡିବୀ)। # ଲୋକସମୂହକୁ “ଲୋକମାନଙ୍କ ସମୂହକୁ” # ଆମ୍ଭେ ଏହି ଲୋକ ଠାରେ କୌଣସି ଦୋଷ ପାଉ ନାହୁଁ “ଆମ୍ଭେ କୌଣସି ବିଷୟରେ ଏହି ଲୋକ ଠାରେ ଦୋଷ ପାଉ ନାହୁଁ” # ଲୋକମାନଙ୍କୁ ମତାଉଅଛି “ଲୋକମାନଙ୍କ ମଧ୍ୟରେ ସମସ୍ୟାର କାରଣ ହେଉଛି” # ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା “ସେ ଗାଲିଲୀରେ ସମସ୍ୟାର କାରଣ ଥିଲେ ଓ ବର୍ତ୍ତମାନ ଏଠାରେ ମଧ୍ୟ ସମସ୍ୟାର କାରଣ ହେଉଛି।”