Door43-Catalog_or_tn/LUK/23/03.md

1.4 KiB

ପିଲାତ ତାହାଙ୍କୁ ପଚାରିଲେ

“ପିଲାତ ଯୀଶୁଙ୍କୁ ପଚାରିଲେ”

ଆପଣ କହୁଅଛନ୍ତି

ଏହି ରୂଢ଼୍ୟୋକ୍ତିର ଅର୍ଥ “ଯାହା ଆପଣ କହିଲେ ତାହା ସତ୍ୟ ଅଟେ” (ଦେଖନ୍ତୁ: ରୂଢ଼୍ୟୋକ୍ତି) ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣ ମୋତେ ଯାହା ପଚାରିଲେ ଠିକ୍ ତାହା ଅଟେ” (ୟୁଡିବୀ)।

ଲୋକସମୂହକୁ

“ଲୋକମାନଙ୍କ ସମୂହକୁ”

ଆମ୍ଭେ ଏହି ଲୋକ ଠାରେ କୌଣସି ଦୋଷ ପାଉ ନାହୁଁ

“ଆମ୍ଭେ କୌଣସି ବିଷୟରେ ଏହି ଲୋକ ଠାରେ ଦୋଷ ପାଉ ନାହୁଁ”

ଲୋକମାନଙ୍କୁ ମତାଉଅଛି

“ଲୋକମାନଙ୍କ ମଧ୍ୟରେ ସମସ୍ୟାର କାରଣ ହେଉଛି”

ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା

“ସେ ଗାଲିଲୀରେ ସମସ୍ୟାର କାରଣ ଥିଲେ ଓ ବର୍ତ୍ତମାନ ଏଠାରେ ମଧ୍ୟ ସମସ୍ୟାର କାରଣ ହେଉଛି।”