Door43-Catalog_or_tn/JUD/01/22.md

11 lines
1.1 KiB
Markdown

# କିଛି ଲୋକ ଯିଏ କି ସନ୍ଦେହରେ ଅଛନ୍ତି
“କିଛି ଲୋକ ଅଛନ୍ତି ଯିଏ କି ବିଶ୍ୱାସ କରନ୍ତି ନାହିଁ ଯେ ଈଶ୍ୱର ହିଁ ଈଶ୍ୱର ଅଟନ୍ତି”
# ନିଆଁରୁ ସେମାନଙ୍କୁ ଛଡାଇବା
" ଯେପରି ସେମାନେ ନିଆଁର ହ୍ରଦରେ ଯିବାକୁ ପଡିବ ନାହିଁ"
# ଓ କିଛି ଦୟା ସହ ଡର ରହିବ
“ଅନ୍ୟମାନଙ୍କ ଦୟାଶୀଳ ହୁଅ କିନ୍ତୁ ସେମାନଙ୍କ ପରି ପାପର ଡର ଥାଉ "
# ଶାରୀରିକ କଳଙ୍କିତ ପରିଧାନକୁ ଆପଣ ଯଦିଓ ଘୃଣା କର
“ ଏପରି କି ସେମାନଙ୍କ ପରିଧାନକୁ ଘୃଣା କର କାରଣ ପାପ ଦ୍ୱାରା ଅଶୁଦ୍ଧ ହୋଇଅଛନ୍ତି|” ସେମାନେ ଏତେ ପାପ ଦ୍ୱାରା ଅଶୁଦ୍ଧ ଯେ ସେମାନଙ୍କ କପଡା ମଧ୍ୟ ଅଶୁଦ୍ଧ ଭାବେ ଗଣାଯାଏ |