Door43-Catalog_or_tn/JUD/01/22.md

1.1 KiB

କିଛି ଲୋକ ଯିଏ କି ସନ୍ଦେହରେ ଅଛନ୍ତି

“କିଛି ଲୋକ ଅଛନ୍ତି ଯିଏ କି ବିଶ୍ୱାସ କରନ୍ତି ନାହିଁ ଯେ ଈଶ୍ୱର ହିଁ ଈଶ୍ୱର ଅଟନ୍ତି”

ନିଆଁରୁ ସେମାନଙ୍କୁ ଛଡାଇବା

" ଯେପରି ସେମାନେ ନିଆଁର ହ୍ରଦରେ ଯିବାକୁ ପଡିବ ନାହିଁ"

ଓ କିଛି ଦୟା ସହ ଡର ରହିବ

“ଅନ୍ୟମାନଙ୍କ ଦୟାଶୀଳ ହୁଅ କିନ୍ତୁ ସେମାନଙ୍କ ପରି ପାପର ଡର ଥାଉ "

ଶାରୀରିକ କଳଙ୍କିତ ପରିଧାନକୁ ଆପଣ ଯଦିଓ ଘୃଣା କର

“ ଏପରି କି ସେମାନଙ୍କ ପରିଧାନକୁ ଘୃଣା କର କାରଣ ପାପ ଦ୍ୱାରା ଅଶୁଦ୍ଧ ହୋଇଅଛନ୍ତି|” ସେମାନେ ଏତେ ପାପ ଦ୍ୱାରା ଅଶୁଦ୍ଧ ଯେ ସେମାନଙ୍କ କପଡା ମଧ୍ୟ ଅଶୁଦ୍ଧ ଭାବେ ଗଣାଯାଏ |