# କିଛି ଲୋକ ଯିଏ କି ସନ୍ଦେହରେ ଅଛନ୍ତି “କିଛି ଲୋକ ଅଛନ୍ତି ଯିଏ କି ବିଶ୍ୱାସ କରନ୍ତି ନାହିଁ ଯେ ଈଶ୍ୱର ହିଁ ଈଶ୍ୱର ଅଟନ୍ତି” # ନିଆଁରୁ ସେମାନଙ୍କୁ ଛଡାଇବା " ଯେପରି ସେମାନେ ନିଆଁର ହ୍ରଦରେ ଯିବାକୁ ପଡିବ ନାହିଁ" # ଓ କିଛି ଦୟା ସହ ଡର ରହିବ “ଅନ୍ୟମାନଙ୍କ ଦୟାଶୀଳ ହୁଅ କିନ୍ତୁ ସେମାନଙ୍କ ପରି ପାପର ଡର ଥାଉ " # ଶାରୀରିକ କଳଙ୍କିତ ପରିଧାନକୁ ଆପଣ ଯଦିଓ ଘୃଣା କର “ ଏପରି କି ସେମାନଙ୍କ ପରିଧାନକୁ ଘୃଣା କର କାରଣ ପାପ ଦ୍ୱାରା ଅଶୁଦ୍ଧ ହୋଇଅଛନ୍ତି|” ସେମାନେ ଏତେ ପାପ ଦ୍ୱାରା ଅଶୁଦ୍ଧ ଯେ ସେମାନଙ୍କ କପଡା ମଧ୍ୟ ଅଶୁଦ୍ଧ ଭାବେ ଗଣାଯାଏ |