Door43-Catalog_or_tn/JUD/01/14.md

1.9 KiB

ଯିହୂଦା ଧର୍ମଭ୍ରଷ୍ଟ ଲୋକମାନଙ୍କ ବିରୋଧରେ କହିବା ଜାରିରଖିଛନ୍ତି

ଏହି ଲୋକମାନେ........... ସେମାନଙ୍କର କାମ ......ସେମାନେ ଅଟନ୍ତି.......

ଏହାର ଅର୍ଥ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ଉଲ୍ଲେଖ କରେ |

ଆଦମଙ୍କଠାରୁ ସପ୍ତମ ପଂକ୍ତି

ଆଦମଙ୍କଠାରୁ ସପ୍ତମ ପୀଢ଼ି |କିଛି ଅନୁବାଦ ହେଇପାରେ ତାହା ଷଷ୍ଠ ପଂକ୍ତିରେ କହିବା ନିର୍ଭର କରେ ଯଦି ଆଦାମଙ୍କଠାରୁ ଗୋଟିଏ ପିଢି ରୂପରେ ଗଣାଯାଏ |

ଦେଖ,ପ୍ରଭୁ…

“ମନୋଯୋଗକର, ପ୍ରଭୁ”,କିମ୍ବା “ଦେଖ,ପ୍ରଭୁ”

ସବୁ କଠିନ କଥାଗୁଡିକ

“ସବୁ କର୍କଶ ଶବ୍ଦଗୁଡିକ”

ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି

ଲୋକ ଯାହାର ଅବଜ୍ଞାକାରୀ ହୃଦୟ ,ଓ ସବୁବେଳେ ଠିକ କଥା କରିବାରେ ପ୍ରବଳ ବିରୋଧୀ . ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି ଏମିତି ନୀରବରେ କରନ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି ଏହିପରି ଅଧିକା ମୁକ୍ତରେ କରନ୍ତି |

କଳହ ପ୍ରିୟ ଅହଙ୍କାରୀ

ଲୋକ ଅଛନ୍ତି ଯେଉଁମାନେ ନିଜକୁ ପ୍ରଶଂସା କରନ୍ତି ଯାହାକି ଅନ୍ୟମାନେ ଶୁଣିପାରିବେ |