Door43-Catalog_or_tn/JUD/01/14.md

19 lines
1.9 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯିହୂଦା ଧର୍ମଭ୍ରଷ୍ଟ ଲୋକମାନଙ୍କ ବିରୋଧରେ କହିବା ଜାରିରଖିଛନ୍ତି
# ଏହି ଲୋକମାନେ........... ସେମାନଙ୍କର କାମ ......ସେମାନେ ଅଟନ୍ତି.......
ଏହାର ଅର୍ଥ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ଉଲ୍ଲେଖ କରେ |
# ଆଦମଙ୍କଠାରୁ ସପ୍ତମ ପଂକ୍ତି
ଆଦମଙ୍କଠାରୁ ସପ୍ତମ ପୀଢ଼ି |କିଛି ଅନୁବାଦ ହେଇପାରେ ତାହା ଷଷ୍ଠ ପଂକ୍ତିରେ କହିବା ନିର୍ଭର କରେ ଯଦି ଆଦାମଙ୍କଠାରୁ ଗୋଟିଏ ପିଢି ରୂପରେ ଗଣାଯାଏ |
# ଦେଖ,ପ୍ରଭୁ…
“ମନୋଯୋଗକର, ପ୍ରଭୁ”,କିମ୍ବା “ଦେଖ,ପ୍ରଭୁ”
# ସବୁ କଠିନ କଥାଗୁଡିକ
“ସବୁ କର୍କଶ ଶବ୍ଦଗୁଡିକ”
# ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି
ଲୋକ ଯାହାର ଅବଜ୍ଞାକାରୀ ହୃଦୟ ,ଓ ସବୁବେଳେ ଠିକ କଥା କରିବାରେ ପ୍ରବଳ ବିରୋଧୀ . ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି ଏମିତି ନୀରବରେ କରନ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି ଏହିପରି ଅଧିକା ମୁକ୍ତରେ କରନ୍ତି |
# କଳହ ପ୍ରିୟ ଅହଙ୍କାରୀ
ଲୋକ ଅଛନ୍ତି ଯେଉଁମାନେ ନିଜକୁ ପ୍ରଶଂସା କରନ୍ତି ଯାହାକି ଅନ୍ୟମାନେ ଶୁଣିପାରିବେ |