ଯିହୂଦା ଧର୍ମଭ୍ରଷ୍ଟ ଲୋକମାନଙ୍କ ବିରୋଧରେ କହିବା ଜାରିରଖିଛନ୍ତି # ଏହି ଲୋକମାନେ........... ସେମାନଙ୍କର କାମ ......ସେମାନେ ଅଟନ୍ତି....... ଏହାର ଅର୍ଥ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ଉଲ୍ଲେଖ କରେ | # ଆଦମଙ୍କଠାରୁ ସପ୍ତମ ପଂକ୍ତି ଆଦମଙ୍କଠାରୁ ସପ୍ତମ ପୀଢ଼ି |କିଛି ଅନୁବାଦ ହେଇପାରେ ତାହା ଷଷ୍ଠ ପଂକ୍ତିରେ କହିବା ନିର୍ଭର କରେ ଯଦି ଆଦାମଙ୍କଠାରୁ ଗୋଟିଏ ପିଢି ରୂପରେ ଗଣାଯାଏ | # ଦେଖ,ପ୍ରଭୁ… “ମନୋଯୋଗକର, ପ୍ରଭୁ”,କିମ୍ବା “ଦେଖ,ପ୍ରଭୁ” # ସବୁ କଠିନ କଥାଗୁଡିକ “ସବୁ କର୍କଶ ଶବ୍ଦଗୁଡିକ” # ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି ଲୋକ ଯାହାର ଅବଜ୍ଞାକାରୀ ହୃଦୟ ,ଓ ସବୁବେଳେ ଠିକ କଥା କରିବାରେ ପ୍ରବଳ ବିରୋଧୀ . ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି ଏମିତି ନୀରବରେ କରନ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି ଏହିପରି ଅଧିକା ମୁକ୍ତରେ କରନ୍ତି | # କଳହ ପ୍ରିୟ ଅହଙ୍କାରୀ ଲୋକ ଅଛନ୍ତି ଯେଉଁମାନେ ନିଜକୁ ପ୍ରଶଂସା କରନ୍ତି ଯାହାକି ଅନ୍ୟମାନେ ଶୁଣିପାରିବେ |