Door43-Catalog_or_tn/JUD/01/07.md

2.5 KiB

ଏହା ସେହିପରି

ଏହାର ତୁଳନାରେ କିପରି ସ୍ବର୍ଗଦୁତମାନେ ଛାଡିଦେଲେ ସଦୋମ ଓ ଗମୋରାଙ୍କୁ ଲୋକମାନଙ୍କର ସମର୍ପିତ କାମ କରିବାକୁ.

ଓ ସେମାନଙ୍କ ଆଖପାଖର ସହରଗୁଡିକ

" ଓ ସେମାନଙ୍କ ନିକଟରେ ଅନ୍ୟ ସହର ଗୁଡିକୁ "

ଗୋଟିଏ ସମାନ ସଦୃଶ୍ୟରେ ସେମାନେ ଅନୁକରଣ କଲେ

ସଦୋମ ଓ ଗମୋରା ଯୋନ ଅନୈତିକତା କରିବା ପାଇଁ ସେହି ରୂପରେ ଦୂତମାନଙ୍କୁ ଅନୁକରଣ କରିବା ପାଇଁ ମନ୍ଦ ବିଷୟଗୁଡିକ ଅନୁକରଣ କଲେ .

ବ୍ୟଭିଚାର କରିବା ପାଇଁ ଓ ନିଜର ଅପ୍ରାକୃତିକ ଇଛା ପାଇଁ

ବିବାହ ବାହ୍ୟପାର୍ଶରେ ଲୋକମାନେ ଯୌନ ସମ୍ପର୍କ ରଖିଲେ | ଏବଂ ପୁରୁଷମାନେ ପୁରୁଷମାନଙ୍କ ମଧ୍ୟ ସହବାସ କଲେ ଓ ମହିଳାମାନେ ମହିଳାମାନଙ୍କ ସହିତ.ସହବାସ କଲେ |

ସେମାନେ ଦେଇଥିଲେ

"ସଦୋମ ଓ ଗମୋରାର ଲୋକମାନେ ଦେଇଥିଲେ"

ଉଦାହରଣ ରୁପରେ ଯିଏ କଷ୍ଟ ପାଆନ୍ତି ଯାହା ଅନନ୍ତ ନିଆଁର ଦଣ୍ଡ ଅଟେ

ଲୋକଙ୍କ ବିନାଶ ପାଇଁ ସଦୋମ ଓ ଗମୋରା ଗୋଟିଏ ଉଦାହରଣ ସ୍ଵରୂପେ ଯିଏ ପ୍ରଭୁଙ୍କୁ ଅସ୍ୱୀକାର କରନ୍ତି.

ଏମନେ ମଧ୍ୟ ଅପବିତ୍ର

“ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କୁ ଆଗ୍ରାହ୍ୟନ କରନ୍ତି, ଯେଉଁମାନେ ଆପଣା ଶରୀରକୁ ଅନୈତିକ ଯୌନକ୍ରିୟା ଦ୍ଵାରା ପ୍ରଦୁଷଣ କରନ୍ତି ଯେପରି ଗୋଟିଏ ଝରଣାରେ ଆବର୍ଜନାକୁ ଫୋପାଡିବା ଦ୍ଵାରା ପାଣି ପିଇବା ନିମନ୍ତେ ଅଯୋଗ୍ୟ ହୋଇଥାଏ.

ଗୌରବଶାଳୀ ଲୋକଙ୍କ ବିଷୟରେ

“ପ୍ରଭୁଁଙ୍କ ଅଦ୍ଭୁତ ଦୂତଙ୍କ ବିଷୟରେ”