# ଏହା ସେହିପରି ଏହାର ତୁଳନାରେ କିପରି ସ୍ବର୍ଗଦୁତମାନେ ଛାଡିଦେଲେ ସଦୋମ ଓ ଗମୋରାଙ୍କୁ ଲୋକମାନଙ୍କର ସମର୍ପିତ କାମ କରିବାକୁ. # ଓ ସେମାନଙ୍କ ଆଖପାଖର ସହରଗୁଡିକ " ଓ ସେମାନଙ୍କ ନିକଟରେ ଅନ୍ୟ ସହର ଗୁଡିକୁ " # ଗୋଟିଏ ସମାନ ସଦୃଶ୍ୟରେ ସେମାନେ ଅନୁକରଣ କଲେ ସଦୋମ ଓ ଗମୋରା ଯୋନ ଅନୈତିକତା କରିବା ପାଇଁ ସେହି ରୂପରେ ଦୂତମାନଙ୍କୁ ଅନୁକରଣ କରିବା ପାଇଁ ମନ୍ଦ ବିଷୟଗୁଡିକ ଅନୁକରଣ କଲେ . # ବ୍ୟଭିଚାର କରିବା ପାଇଁ ଓ ନିଜର ଅପ୍ରାକୃତିକ ଇଛା ପାଇଁ ବିବାହ ବାହ୍ୟପାର୍ଶରେ ଲୋକମାନେ ଯୌନ ସମ୍ପର୍କ ରଖିଲେ | ଏବଂ ପୁରୁଷମାନେ ପୁରୁଷମାନଙ୍କ ମଧ୍ୟ ସହବାସ କଲେ ଓ ମହିଳାମାନେ ମହିଳାମାନଙ୍କ ସହିତ.ସହବାସ କଲେ | # ସେମାନେ ଦେଇଥିଲେ "ସଦୋମ ଓ ଗମୋରାର ଲୋକମାନେ ଦେଇଥିଲେ" # ଉଦାହରଣ ରୁପରେ ଯିଏ କଷ୍ଟ ପାଆନ୍ତି ଯାହା ଅନନ୍ତ ନିଆଁର ଦଣ୍ଡ ଅଟେ ଲୋକଙ୍କ ବିନାଶ ପାଇଁ ସଦୋମ ଓ ଗମୋରା ଗୋଟିଏ ଉଦାହରଣ ସ୍ଵରୂପେ ଯିଏ ପ୍ରଭୁଙ୍କୁ ଅସ୍ୱୀକାର କରନ୍ତି. # ଏମନେ ମଧ୍ୟ ଅପବିତ୍ର “ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କୁ ଆଗ୍ରାହ୍ୟନ କରନ୍ତି, ଯେଉଁମାନେ ଆପଣା ଶରୀରକୁ ଅନୈତିକ ଯୌନକ୍ରିୟା ଦ୍ଵାରା ପ୍ରଦୁଷଣ କରନ୍ତି ଯେପରି ଗୋଟିଏ ଝରଣାରେ ଆବର୍ଜନାକୁ ଫୋପାଡିବା ଦ୍ଵାରା ପାଣି ପିଇବା ନିମନ୍ତେ ଅଯୋଗ୍ୟ ହୋଇଥାଏ. # ଗୌରବଶାଳୀ ଲୋକଙ୍କ ବିଷୟରେ “ପ୍ରଭୁଁଙ୍କ ଅଦ୍ଭୁତ ଦୂତଙ୍କ ବିଷୟରେ”