Door43-Catalog_or_tn/JUD/01/07.md

22 lines
2.5 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଏହା ସେହିପରି
ଏହାର ତୁଳନାରେ କିପରି ସ୍ବର୍ଗଦୁତମାନେ ଛାଡିଦେଲେ ସଦୋମ ଓ ଗମୋରାଙ୍କୁ ଲୋକମାନଙ୍କର ସମର୍ପିତ କାମ କରିବାକୁ.
# ଓ ସେମାନଙ୍କ ଆଖପାଖର ସହରଗୁଡିକ
" ଓ ସେମାନଙ୍କ ନିକଟରେ ଅନ୍ୟ ସହର ଗୁଡିକୁ "
# ଗୋଟିଏ ସମାନ ସଦୃଶ୍ୟରେ ସେମାନେ ଅନୁକରଣ କଲେ
ସଦୋମ ଓ ଗମୋରା ଯୋନ ଅନୈତିକତା କରିବା ପାଇଁ ସେହି ରୂପରେ ଦୂତମାନଙ୍କୁ ଅନୁକରଣ କରିବା ପାଇଁ ମନ୍ଦ ବିଷୟଗୁଡିକ ଅନୁକରଣ କଲେ .
# ବ୍ୟଭିଚାର କରିବା ପାଇଁ ଓ ନିଜର ଅପ୍ରାକୃତିକ ଇଛା ପାଇଁ
ବିବାହ ବାହ୍ୟପାର୍ଶରେ ଲୋକମାନେ ଯୌନ ସମ୍ପର୍କ ରଖିଲେ | ଏବଂ ପୁରୁଷମାନେ ପୁରୁଷମାନଙ୍କ ମଧ୍ୟ ସହବାସ କଲେ ଓ ମହିଳାମାନେ ମହିଳାମାନଙ୍କ ସହିତ.ସହବାସ କଲେ |
# ସେମାନେ ଦେଇଥିଲେ
"ସଦୋମ ଓ ଗମୋରାର ଲୋକମାନେ ଦେଇଥିଲେ"
# ଉଦାହରଣ ରୁପରେ ଯିଏ କଷ୍ଟ ପାଆନ୍ତି ଯାହା ଅନନ୍ତ ନିଆଁର ଦଣ୍ଡ ଅଟେ
ଲୋକଙ୍କ ବିନାଶ ପାଇଁ ସଦୋମ ଓ ଗମୋରା ଗୋଟିଏ ଉଦାହରଣ ସ୍ଵରୂପେ ଯିଏ ପ୍ରଭୁଙ୍କୁ ଅସ୍ୱୀକାର କରନ୍ତି.
# ଏମନେ ମଧ୍ୟ ଅପବିତ୍ର
“ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କୁ ଆଗ୍ରାହ୍ୟନ କରନ୍ତି, ଯେଉଁମାନେ ଆପଣା ଶରୀରକୁ ଅନୈତିକ ଯୌନକ୍ରିୟା ଦ୍ଵାରା ପ୍ରଦୁଷଣ କରନ୍ତି ଯେପରି ଗୋଟିଏ ଝରଣାରେ ଆବର୍ଜନାକୁ ଫୋପାଡିବା ଦ୍ଵାରା ପାଣି ପିଇବା ନିମନ୍ତେ ଅଯୋଗ୍ୟ ହୋଇଥାଏ.
# ଗୌରବଶାଳୀ ଲୋକଙ୍କ ବିଷୟରେ
“ପ୍ରଭୁଁଙ୍କ ଅଦ୍ଭୁତ ଦୂତଙ୍କ ବିଷୟରେ”