Door43-Catalog_or_tn/EPH/01/03.md

15 lines
1.6 KiB
Markdown

# ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ,
ଏହା ଶଦ୍ଦ କର୍ତ୍ତୃବାଚ୍ୟରେ ହୋଇପାରନ୍ତା | “ଆସନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ |” (ଦେଖ: କର୍ତ୍ତୃବାଚ୍ୟ ବା କର୍ମବାଚ୍ୟ)
# ସେ ଯିଏକି ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି
“ଈଶ୍ୱରଙ୍କ ନିମନ୍ତେ ଆମ୍ଭମାନଙ୍କୁ ଆଶିର୍ବାଦ କରିଅଛନ୍ତି”|
# ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି
ଏହା ଗୋଟିଏ ସର୍ବନାମ ଯାହାକି ପାଉଲ ଓ ସମସ୍ତ ଏଫିସୀୟର ବିଶ୍ୱାସୀମାନଙ୍କୁ ସୂଚାଏ |(ଦେଖ: ଅର୍ନ୍ତଭୁକ୍ତ)
# ସମସ୍ତ ଆତ୍ମିକ ଆଶୀର୍ବାଦ
“ସମସ୍ତ ଆଶୀର୍ବାଦ ଈଶ୍ୱରଙ୍କ ଆତ୍ମାରୁ ନିର୍ଗତ ହୁଏ |”
# ଯେପରି ଆମେ ପବିତ୍ର ଓ ଅନିନ୍ଦନୀୟ ହୋଇପାରିବା
ପାଉଲ ଦୁଇଟି ବୈଶିଷ୍ଟ୍ୟତା ପ୍ରକାଶ କରନ୍ତି ଯେ ଆମେ ଈଶ୍ୱରଙ୍କଠାରେ ଏକ ହୋଇପାରିବା |
(ଦେଖ:ଦୈତଅର୍ଥବୋଧକ)