Door43-Catalog_or_tn/EPH/01/03.md

1.6 KiB

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ,

ଏହା ଶଦ୍ଦ କର୍ତ୍ତୃବାଚ୍ୟରେ ହୋଇପାରନ୍ତା | “ଆସନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ |” (ଦେଖ: କର୍ତ୍ତୃବାଚ୍ୟ ବା କର୍ମବାଚ୍ୟ)

ସେ ଯିଏକି ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି

“ଈଶ୍ୱରଙ୍କ ନିମନ୍ତେ ଆମ୍ଭମାନଙ୍କୁ ଆଶିର୍ବାଦ କରିଅଛନ୍ତି”|

ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି

ଏହା ଗୋଟିଏ ସର୍ବନାମ ଯାହାକି ପାଉଲ ଓ ସମସ୍ତ ଏଫିସୀୟର ବିଶ୍ୱାସୀମାନଙ୍କୁ ସୂଚାଏ |(ଦେଖ: ଅର୍ନ୍ତଭୁକ୍ତ)

ସମସ୍ତ ଆତ୍ମିକ ଆଶୀର୍ବାଦ

“ସମସ୍ତ ଆଶୀର୍ବାଦ ଈଶ୍ୱରଙ୍କ ଆତ୍ମାରୁ ନିର୍ଗତ ହୁଏ |”

ଯେପରି ଆମେ ପବିତ୍ର ଓ ଅନିନ୍ଦନୀୟ ହୋଇପାରିବା

ପାଉଲ ଦୁଇଟି ବୈଶିଷ୍ଟ୍ୟତା ପ୍ରକାଶ କରନ୍ତି ଯେ ଆମେ ଈଶ୍ୱରଙ୍କଠାରେ ଏକ ହୋଇପାରିବା | (ଦେଖ:ଦୈତଅର୍ଥବୋଧକ)