# ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ଏହା ଶଦ୍ଦ କର୍ତ୍ତୃବାଚ୍ୟରେ ହୋଇପାରନ୍ତା | “ଆସନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ |” (ଦେଖ: କର୍ତ୍ତୃବାଚ୍ୟ ବା କର୍ମବାଚ୍ୟ) # ସେ ଯିଏକି ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି “ଈଶ୍ୱରଙ୍କ ନିମନ୍ତେ ଆମ୍ଭମାନଙ୍କୁ ଆଶିର୍ବାଦ କରିଅଛନ୍ତି”| # ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି ଏହା ଗୋଟିଏ ସର୍ବନାମ ଯାହାକି ପାଉଲ ଓ ସମସ୍ତ ଏଫିସୀୟର ବିଶ୍ୱାସୀମାନଙ୍କୁ ସୂଚାଏ |(ଦେଖ: ଅର୍ନ୍ତଭୁକ୍ତ) # ସମସ୍ତ ଆତ୍ମିକ ଆଶୀର୍ବାଦ “ସମସ୍ତ ଆଶୀର୍ବାଦ ଈଶ୍ୱରଙ୍କ ଆତ୍ମାରୁ ନିର୍ଗତ ହୁଏ |” # ଯେପରି ଆମେ ପବିତ୍ର ଓ ଅନିନ୍ଦନୀୟ ହୋଇପାରିବା ପାଉଲ ଦୁଇଟି ବୈଶିଷ୍ଟ୍ୟତା ପ୍ରକାଶ କରନ୍ତି ଯେ ଆମେ ଈଶ୍ୱରଙ୍କଠାରେ ଏକ ହୋଇପାରିବା | (ଦେଖ:ଦୈତଅର୍ଥବୋଧକ)