Door43-Catalog_or_tn/ACT/11/15.md

13 lines
1.6 KiB
Markdown

# (ପିତର କହି ଆସୁଅଛନ୍ତି|)
# ପବିତ୍ରଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ
“ପବିତ୍ରଆତ୍ମା ବିଜାତିୟ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ, ଯେପରି ସେ ପେଣ୍ଟିକଷ୍ଟ ଦିନରେ ଯିହୁଦୀ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ”
# ପ୍ରଥମରେ ଆମ୍ଭମାନଙ୍କ ଉପରେ
“ଆମ୍ଭମାନଙ୍କ” ପିତରଙ୍କୁ ଓ ଯିହୁଦୀ ବିଶ୍ୱାସୀମାନେ ଯେଉଁମାନେ ଆରମ୍ଭରେ ସେଠାରେ ଥିଲେ, କିନ୍ତୁ ଆରମ୍ଭରେ କୋଠରୀ ଭିତରେ ଥିବା ସମସ୍ତେ ନୁହନ୍ତି| ଯଦି ଆପଣଙ୍କ ଭାଷାରେ ସ୍ଥିର କରେ, ବହିର୍ଭୁକ୍ତ ଭାବେ ବ୍ୟବହାର କରନ୍ତୁ| (ଦେଖନ୍ତୁ: ବହିର୍ଭୁକ୍ତ)
# ପ୍ରଥମରେ
ପିତର ପେଣ୍ଟିକଷ୍ଟ ଦିନକୁ ଦର୍ଶାଉଛନ୍ତି|
# ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ
“ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ବାପ୍ତିସ୍ମ ଦେବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)