# (ପିତର କହି ଆସୁଅଛନ୍ତି|) # ପବିତ୍ରଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ “ପବିତ୍ରଆତ୍ମା ବିଜାତିୟ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ, ଯେପରି ସେ ପେଣ୍ଟିକଷ୍ଟ ଦିନରେ ଯିହୁଦୀ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ” # ପ୍ରଥମରେ ଆମ୍ଭମାନଙ୍କ ଉପରେ “ଆମ୍ଭମାନଙ୍କ” ପିତରଙ୍କୁ ଓ ଯିହୁଦୀ ବିଶ୍ୱାସୀମାନେ ଯେଉଁମାନେ ଆରମ୍ଭରେ ସେଠାରେ ଥିଲେ, କିନ୍ତୁ ଆରମ୍ଭରେ କୋଠରୀ ଭିତରେ ଥିବା ସମସ୍ତେ ନୁହନ୍ତି| ଯଦି ଆପଣଙ୍କ ଭାଷାରେ ସ୍ଥିର କରେ, ବହିର୍ଭୁକ୍ତ ଭାବେ ବ୍ୟବହାର କରନ୍ତୁ| (ଦେଖନ୍ତୁ: ବହିର୍ଭୁକ୍ତ) # ପ୍ରଥମରେ ପିତର ପେଣ୍ଟିକଷ୍ଟ ଦିନକୁ ଦର୍ଶାଉଛନ୍ତି| # ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ “ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ବାପ୍ତିସ୍ମ ଦେବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)