Door43-Catalog_or_tn/ACT/11/15.md

1.6 KiB

(ପିତର କହି ଆସୁଅଛନ୍ତି|)

ପବିତ୍ରଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ

“ପବିତ୍ରଆତ୍ମା ବିଜାତିୟ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ, ଯେପରି ସେ ପେଣ୍ଟିକଷ୍ଟ ଦିନରେ ଯିହୁଦୀ ବିଶ୍ୱାସୀମାନଙ୍କ ଉପରେ ଅବତରଣ କଲେ”

ପ୍ରଥମରେ ଆମ୍ଭମାନଙ୍କ ଉପରେ

“ଆମ୍ଭମାନଙ୍କ” ପିତରଙ୍କୁ ଓ ଯିହୁଦୀ ବିଶ୍ୱାସୀମାନେ ଯେଉଁମାନେ ଆରମ୍ଭରେ ସେଠାରେ ଥିଲେ, କିନ୍ତୁ ଆରମ୍ଭରେ କୋଠରୀ ଭିତରେ ଥିବା ସମସ୍ତେ ନୁହନ୍ତି| ଯଦି ଆପଣଙ୍କ ଭାଷାରେ ସ୍ଥିର କରେ, ବହିର୍ଭୁକ୍ତ ଭାବେ ବ୍ୟବହାର କରନ୍ତୁ| (ଦେଖନ୍ତୁ: ବହିର୍ଭୁକ୍ତ)

ପ୍ରଥମରେ

ପିତର ପେଣ୍ଟିକଷ୍ଟ ଦିନକୁ ଦର୍ଶାଉଛନ୍ତି|

ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ

“ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ବାପ୍ତିସ୍ମ ଦେବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)