Door43-Catalog_or_tn/1TI/01/03.md

2.5 KiB

ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ

'' ଯେପରି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରିଥିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ ଅଧିକାର ସହିତ କହିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ କହିଲି '' ।

ତୁମ୍ଭେ

ଏକବଚନ ( ଦେଖନ୍ତୁ: ତୁମ୍ଭର ଆକୃତିଗୁଡିକ )

ଏଫିସରେ ରହିଜାଅ

'' ଏଫିସରେ ନଗର୍ରେ ମୋହର ଅପେକ୍ଷା କର ''

ସେମାନେ ମନୋଯୋଗ ନ କରନ୍ତି

'' ସେମାନେ ମନୋଯୋଗ ନ କରିବା ଉଚିତ '' କିମ୍ବା '' ମନୋଯୋଗ ନ କରିବାକୁ ସେମାନଙ୍କୁ ଆଜ୍ଞା ଦିଅ''

ବଂଶାବଳୀ

ଏକ ବଂଶାବଳୀ ବ୍ୟକ୍ତିର ଅଭିଭାବକ କିମ୍ବା ପିତୃପୁରୁଷ ଲିଖିତ କିମ୍ବା ମୌଖିକ କାଗଜପତ୍ର । ଏହି ସବୁ ଯିହୁଦୀ ପରମ୍ପରାରେ ଅଧିକ ମହତ୍ବପୂର୍ଣ୍ଣ ଥିଲା କେଉଁ ଜାତି ସେମାନେ ଇସ୍ରାଏଲ ଲୋକଙ୍କ ମଧ୍ୟରେ ସ୍ଥାପିତ କରିଥିଲେ । ମାଥିଉ ୧ ଓ ଲୁକ ୩ ବାଇବଲର ଉତ୍ତମ ଉଦାହରଣ ଗୁଡିକ ।

କେଉଁ ଯୁକ୍ତିତର୍କ ଉତ୍ପନ କଲା

'' କ'ଣ ଲୋକମାନଙ୍କୁ କ୍ରୋଧରେ ଅରାଜି କରାଏ ,'' ଲୋକମାନେ କାହାଣୀ ଓ ବଂଶକୁ ନେଇ ଯୁକ୍ତିତର୍କ କଲେ ଯେଉଁ ବିଷୟରେ କେହି ଯଥାର୍ଥ ସତ୍ୟକୁ ଜାଣନ୍ତି ନାହିଁ ।

ବରଂ ଈଶ୍ଵରଙ୍କ ଯୋଜନାକୁ ସାହାଯ୍ୟ କରିବା

'' ବରଂ ଈଶ୍ଵରଙ୍କ ଯୋଜନାକୁ କାର୍ଯ୍ୟରେ ଲଗେଇବା ଠାରୁ '' କିମ୍ବା '' ବରଂ ଈଶ୍ଵରଙ୍କ ଯୋଜନାକୁ ପରିଚାଳିତ କରିବା ଠାରୁ ''

ଯାହା ବିଶ୍ଵାସ ଦ୍ଵାରା

ଯାହା ବିଶ୍ଵାସରେ ପ୍ରାପ୍ତ '' କିମ୍ବା '' ଯାହା ବିଶ୍ଵାସରେ ସଫଳ ହୁଏ ''