# ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ '' ଯେପରି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରିଥିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ ଅଧିକାର ସହିତ କହିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ କହିଲି '' । # ତୁମ୍ଭେ ଏକବଚନ ( ଦେଖନ୍ତୁ: ତୁମ୍ଭର ଆକୃତିଗୁଡିକ ) # ଏଫିସରେ ରହିଜାଅ '' ଏଫିସରେ ନଗର୍ରେ ମୋହର ଅପେକ୍ଷା କର '' # ସେମାନେ ମନୋଯୋଗ ନ କରନ୍ତି '' ସେମାନେ ମନୋଯୋଗ ନ କରିବା ଉଚିତ '' କିମ୍ବା '' ମନୋଯୋଗ ନ କରିବାକୁ ସେମାନଙ୍କୁ ଆଜ୍ଞା ଦିଅ'' # ବଂଶାବଳୀ ଏକ ବଂଶାବଳୀ ବ୍ୟକ୍ତିର ଅଭିଭାବକ କିମ୍ବା ପିତୃପୁରୁଷ ଲିଖିତ କିମ୍ବା ମୌଖିକ କାଗଜପତ୍ର । ଏହି ସବୁ ଯିହୁଦୀ ପରମ୍ପରାରେ ଅଧିକ ମହତ୍ବପୂର୍ଣ୍ଣ ଥିଲା କେଉଁ ଜାତି ସେମାନେ ଇସ୍ରାଏଲ ଲୋକଙ୍କ ମଧ୍ୟରେ ସ୍ଥାପିତ କରିଥିଲେ । ମାଥିଉ ୧ ଓ ଲୁକ ୩ ବାଇବଲର ଉତ୍ତମ ଉଦାହରଣ ଗୁଡିକ । # କେଉଁ ଯୁକ୍ତିତର୍କ ଉତ୍ପନ କଲା '' କ'ଣ ଲୋକମାନଙ୍କୁ କ୍ରୋଧରେ ଅରାଜି କରାଏ ,'' ଲୋକମାନେ କାହାଣୀ ଓ ବଂଶକୁ ନେଇ ଯୁକ୍ତିତର୍କ କଲେ ଯେଉଁ ବିଷୟରେ କେହି ଯଥାର୍ଥ ସତ୍ୟକୁ ଜାଣନ୍ତି ନାହିଁ । # ବରଂ ଈଶ୍ଵରଙ୍କ ଯୋଜନାକୁ ସାହାଯ୍ୟ କରିବା '' ବରଂ ଈଶ୍ଵରଙ୍କ ଯୋଜନାକୁ କାର୍ଯ୍ୟରେ ଲଗେଇବା ଠାରୁ '' କିମ୍ବା '' ବରଂ ଈଶ୍ଵରଙ୍କ ଯୋଜନାକୁ ପରିଚାଳିତ କରିବା ଠାରୁ '' # ଯାହା ବିଶ୍ଵାସ ଦ୍ଵାରା ଯାହା ବିଶ୍ଵାସରେ ପ୍ରାପ୍ତ '' କିମ୍ବା '' ଯାହା ବିଶ୍ଵାସରେ ସଫଳ ହୁଏ ''