Door43-Catalog_or_tn/1TI/01/03.md

24 lines
2.5 KiB
Markdown
Raw Permalink Normal View History

2018-01-11 01:51:28 +00:00
# ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ
'' ଯେପରି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରିଥିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ ଅଧିକାର ସହିତ କହିଲି '' କିମ୍ବା '' ମୁଁ ତୁମ୍ଭମାନଙ୍କୁ କହିଲି '' ।
# ତୁମ୍ଭେ
ଏକବଚନ ( ଦେଖନ୍ତୁ: ତୁମ୍ଭର ଆକୃତିଗୁଡିକ )
# ଏଫିସରେ ରହିଜାଅ
'' ଏଫିସରେ ନଗର୍ରେ ମୋହର ଅପେକ୍ଷା କର ''
# ସେମାନେ ମନୋଯୋଗ ନ କରନ୍ତି
'' ସେମାନେ ମନୋଯୋଗ ନ କରିବା ଉଚିତ '' କିମ୍ବା '' ମନୋଯୋଗ ନ କରିବାକୁ ସେମାନଙ୍କୁ ଆଜ୍ଞା ଦିଅ''
# ବଂଶାବଳୀ
ଏକ ବଂଶାବଳୀ ବ୍ୟକ୍ତିର ଅଭିଭାବକ କିମ୍ବା ପିତୃପୁରୁଷ ଲିଖିତ କିମ୍ବା ମୌଖିକ କାଗଜପତ୍ର ।
ଏହି ସବୁ ଯିହୁଦୀ ପରମ୍ପରାରେ ଅଧିକ ମହତ୍ବପୂର୍ଣ୍ଣ ଥିଲା କେଉଁ ଜାତି ସେମାନେ ଇସ୍ରାଏଲ ଲୋକଙ୍କ ମଧ୍ୟରେ ସ୍ଥାପିତ କରିଥିଲେ । ମାଥିଉ ୧ ଓ ଲୁକ ୩ ବାଇବଲର ଉତ୍ତମ ଉଦାହରଣ ଗୁଡିକ ।
# କେଉଁ ଯୁକ୍ତିତର୍କ ଉତ୍ପନ କଲା
'' କ'ଣ ଲୋକମାନଙ୍କୁ କ୍ରୋଧରେ ଅରାଜି କରାଏ ,'' ଲୋକମାନେ କାହାଣୀ ଓ ବଂଶକୁ ନେଇ ଯୁକ୍ତିତର୍କ କଲେ ଯେଉଁ ବିଷୟରେ କେହି ଯଥାର୍ଥ ସତ୍ୟକୁ ଜାଣନ୍ତି ନାହିଁ ।
# ବରଂ ଈଶ୍ଵରଙ୍କ ଯୋଜନାକୁ ସାହାଯ୍ୟ କରିବା
'' ବରଂ ଈଶ୍ଵରଙ୍କ ଯୋଜନାକୁ କାର୍ଯ୍ୟରେ ଲଗେଇବା ଠାରୁ '' କିମ୍ବା '' ବରଂ ଈଶ୍ଵରଙ୍କ ଯୋଜନାକୁ ପରିଚାଳିତ କରିବା ଠାରୁ ''
# ଯାହା ବିଶ୍ଵାସ ଦ୍ଵାରା
ଯାହା ବିଶ୍ଵାସରେ ପ୍ରାପ୍ତ '' କିମ୍ବା '' ଯାହା ବିଶ୍ଵାସରେ ସଫଳ ହୁଏ ''