Door43-Catalog_or_tn/1PE/01/03.md

1.7 KiB

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ

ଶବ୍ଦ "ଆମ୍ଭର" ଏବଂ "ଆମ୍ଭମାନଙ୍କୁ" ବକ୍ତା, ପିତର ଏବଂ ନିର୍ଦ୍ଦିଷ୍ଟ ବିଶ୍ଵାସୀମାନଙ୍କୁ ଉଲ୍ଲେଖ କରାଯାଇଥିବା ବିଶ୍ଵାସୀମାନଙ୍କୁ ଦର୍ଶାଏ)

ସେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଲେ

ଯୀଶୁଙ୍କ ଦ୍ଵାରା ଆମ୍ଭମାନଙ୍କୁ ଦିଆଯାଇଥିବା ଆତ୍ମିକ ଜନ୍ମ ବିଷୟରେ ଲେଖକ କହୁଅଛନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୂପକ) ଏକାନ୍ତରୀକ ଅନୁବାଦ "ସେ ଆମ୍ଭମାନଙ୍କୁ ପୁନର୍ବାର ଜୀବିତ କରିଅଛନ୍ତି ।"

ଉତ୍ତରାଧିକାରର ଭରସା ନିମନ୍ତେ

"ଆମ୍ଭେମାନେ ଜାଣୁ ଯେ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ସେ ଆମ୍ଭମାନଙ୍କ ନିମନ୍ତେ କରିବେ ।" (UDB)

ସୁରକ୍ଷିତ ଅଛି

"ଆମ୍ଭମାନଙ୍କ ନିମନ୍ତେ ସୁରକ୍ଷା ଅଛି" କିମ୍ବା "ଆମ୍ଭମାନଙ୍କ ନିମନ୍ତେ ରଖାଯାଇଅଛି" (UDB)

ଅକଳଙ୍କିତ

"ପାପ ଦ୍ଵାରା ଅକ୍ଷତି" କିମ୍ବା "ପାପ କ୍ଷତି କରିପାରେ ନାହିଁ"

ଶେଷ ସମୟରେ

"ଯେତେବେଳେ ଖ୍ରୀଷ୍ଟ ପୃଥିବୀକୁ ଫେରି ଆସିବେ"