# ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶବ୍ଦ "ଆମ୍ଭର" ଏବଂ "ଆମ୍ଭମାନଙ୍କୁ" ବକ୍ତା, ପିତର ଏବଂ ନିର୍ଦ୍ଦିଷ୍ଟ ବିଶ୍ଵାସୀମାନଙ୍କୁ ଉଲ୍ଲେଖ କରାଯାଇଥିବା ବିଶ୍ଵାସୀମାନଙ୍କୁ ଦର୍ଶାଏ) # ସେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଲେ ଯୀଶୁଙ୍କ ଦ୍ଵାରା ଆମ୍ଭମାନଙ୍କୁ ଦିଆଯାଇଥିବା ଆତ୍ମିକ ଜନ୍ମ ବିଷୟରେ ଲେଖକ କହୁଅଛନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୂପକ) ଏକାନ୍ତରୀକ ଅନୁବାଦ "ସେ ଆମ୍ଭମାନଙ୍କୁ ପୁନର୍ବାର ଜୀବିତ କରିଅଛନ୍ତି ।" # ଉତ୍ତରାଧିକାରର ଭରସା ନିମନ୍ତେ "ଆମ୍ଭେମାନେ ଜାଣୁ ଯେ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ସେ ଆମ୍ଭମାନଙ୍କ ନିମନ୍ତେ କରିବେ ।" (UDB) # ସୁରକ୍ଷିତ ଅଛି "ଆମ୍ଭମାନଙ୍କ ନିମନ୍ତେ ସୁରକ୍ଷା ଅଛି" କିମ୍ବା "ଆମ୍ଭମାନଙ୍କ ନିମନ୍ତେ ରଖାଯାଇଅଛି" (UDB) # ଅକଳଙ୍କିତ "ପାପ ଦ୍ଵାରା ଅକ୍ଷତି" କିମ୍ବା "ପାପ କ୍ଷତି କରିପାରେ ନାହିଁ" # ଶେଷ ସମୟରେ "ଯେତେବେଳେ ଖ୍ରୀଷ୍ଟ ପୃଥିବୀକୁ ଫେରି ଆସିବେ"