Door43-Catalog_or_tn/1PE/01/03.md

16 lines
1.7 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ
ଶବ୍ଦ "ଆମ୍ଭର" ଏବଂ "ଆମ୍ଭମାନଙ୍କୁ" ବକ୍ତା, ପିତର ଏବଂ ନିର୍ଦ୍ଦିଷ୍ଟ ବିଶ୍ଵାସୀମାନଙ୍କୁ ଉଲ୍ଲେଖ କରାଯାଇଥିବା ବିଶ୍ଵାସୀମାନଙ୍କୁ ଦର୍ଶାଏ)
# ସେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଲେ
ଯୀଶୁଙ୍କ ଦ୍ଵାରା ଆମ୍ଭମାନଙ୍କୁ ଦିଆଯାଇଥିବା ଆତ୍ମିକ ଜନ୍ମ ବିଷୟରେ ଲେଖକ କହୁଅଛନ୍ତି । (ଦେଖନ୍ତୁ: ତୁଳନା/ଉପମା/ରୂପକ) ଏକାନ୍ତରୀକ ଅନୁବାଦ "ସେ ଆମ୍ଭମାନଙ୍କୁ ପୁନର୍ବାର ଜୀବିତ କରିଅଛନ୍ତି ।"
# ଉତ୍ତରାଧିକାରର ଭରସା ନିମନ୍ତେ
"ଆମ୍ଭେମାନେ ଜାଣୁ ଯେ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ସେ ଆମ୍ଭମାନଙ୍କ ନିମନ୍ତେ କରିବେ ।" (UDB)
# ସୁରକ୍ଷିତ ଅଛି
"ଆମ୍ଭମାନଙ୍କ ନିମନ୍ତେ ସୁରକ୍ଷା ଅଛି" କିମ୍ବା "ଆମ୍ଭମାନଙ୍କ ନିମନ୍ତେ ରଖାଯାଇଅଛି" (UDB)
# ଅକଳଙ୍କିତ
"ପାପ ଦ୍ଵାରା ଅକ୍ଷତି" କିମ୍ବା "ପାପ କ୍ଷତି କରିପାରେ ନାହିଁ"
# ଶେଷ ସମୟରେ
"ଯେତେବେଳେ ଖ୍ରୀଷ୍ଟ ପୃଥିବୀକୁ ଫେରି ଆସିବେ"