Door43-Catalog_or_tn/1CO/16/19.md

638 B

ଆସିଆର ମଣ୍ଡଳୀସମୂହ

ଅଧିକାଂଶ ଆସିଆର ମଣ୍ଡଳୀସମୂହ କରିନ୍ଥୀର ଆର ପାଖରେ ଆଜିଆନ୍ ସମୁଁଦ୍ରର ପୂର୍ବ ଉପକୂଳରେ ଅବସ୍ଥିତ।

ଆକ୍ଵିଲା ଓ ପ୍ରିସ୍କା

ଏହି ଦୁଇ ଜଣ ରୋମର ବିଶ୍ଵାସୀ ଥିଲେ ଯେଉଁମାନେ ସୁସମାଚାର ପ୍ରଚାର କରୁଥିଲେ ଓ ଖ୍ରୀଷ୍ଟଙ୍କ ମାର୍ଗରେ ଆପଲ୍ଲଙ୍କୁ ନିର୍ଦ୍ଦେଶ ଦେଉଥିଲେ।