# ଆସିଆର ମଣ୍ଡଳୀସମୂହ ଅଧିକାଂଶ ଆସିଆର ମଣ୍ଡଳୀସମୂହ କରିନ୍ଥୀର ଆର ପାଖରେ ଆଜିଆନ୍ ସମୁଁଦ୍ରର ପୂର୍ବ ଉପକୂଳରେ ଅବସ୍ଥିତ। # ଆକ୍ଵିଲା ଓ ପ୍ରିସ୍କା ଏହି ଦୁଇ ଜଣ ରୋମର ବିଶ୍ଵାସୀ ଥିଲେ ଯେଉଁମାନେ ସୁସମାଚାର ପ୍ରଚାର କରୁଥିଲେ ଓ ଖ୍ରୀଷ୍ଟଙ୍କ ମାର୍ଗରେ ଆପଲ୍ଲଙ୍କୁ ନିର୍ଦ୍ଦେଶ ଦେଉଥିଲେ।