Door43-Catalog_or_tn/1CO/16/19.md

5 lines
638 B
Markdown
Raw Permalink Normal View History

2018-01-11 01:51:28 +00:00
# ଆସିଆର ମଣ୍ଡଳୀସମୂହ
ଅଧିକାଂଶ ଆସିଆର ମଣ୍ଡଳୀସମୂହ କରିନ୍ଥୀର ଆର ପାଖରେ ଆଜିଆନ୍ ସମୁଁଦ୍ରର ପୂର୍ବ ଉପକୂଳରେ ଅବସ୍ଥିତ।
# ଆକ୍ଵିଲା ଓ ପ୍ରିସ୍କା
ଏହି ଦୁଇ ଜଣ ରୋମର ବିଶ୍ଵାସୀ ଥିଲେ ଯେଉଁମାନେ ସୁସମାଚାର ପ୍ରଚାର କରୁଥିଲେ ଓ ଖ୍ରୀଷ୍ଟଙ୍କ ମାର୍ଗରେ ଆପଲ୍ଲଙ୍କୁ ନିର୍ଦ୍ଦେଶ ଦେଉଥିଲେ।