Door43-Catalog_or_tn/1CO/07/05.md

26 lines
2.5 KiB
Markdown
Raw Normal View History

2018-01-11 01:51:28 +00:00
# ପରସ୍ପରକୁ ବଞ୍ଚିତ ନ କର
ଏଠାରେ: “ଯୌନ ସମ୍ପର୍କରେ ସନ୍ତୁଷ୍ଟ କରିବା ନିମନ୍ତେ ଆପଣା ସ୍ୱାମୀ ବା ଭାର୍ଯ୍ୟାକୁ ମନା କର ନାହିଁ”
# କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ
ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହିପାର; ଯିହୁଦୀ ଧର୍ମନୀତି ଅନୁଯାଇ ୧
ସପ୍ତାହ ହୋଇପାରେ।
# ଆପଣାମାନଙ୍କୁ ଉତ୍ସର୍ଗ କର
“ଆପଣାମାନଙ୍କୁ ସମର୍ପଣ କର”
# ପୁନର୍ବାର ଏକତ୍ର ହୁଅ
ସହବାସ ନିମନ୍ତେ ଫେରିବା
# ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ
ଏଠାରେ: “କାରଣ କେତେକ ଦିନ ପରେ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଇଚ୍ଛାକୁ ଦମନ କରିବା କଷ୍ଟକର ହେବ”
# ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି କହେ
ପାଉଲ କରିନ୍ଥୀୟମାନଙ୍କୁ କହନ୍ତି ଯେ, ପ୍ରାର୍ଥନା ଉଦ୍ଦେଶ୍ୟରେ ସେମାନେ ଅଳ୍ପ କାଳ ସହବାସରୁ କ୍ଷାନ୍ତ ହୋଇପାରନ୍ତି, କିନ୍ତୁ ତାହା କେବଳ ବିଶେଷ କାରଣ ନିମନ୍ତେ, ସଦାକାଳ ନିମନ୍ତେ ଆବଶ୍ୟକ ନୁହେଁ।
# ମୋହର ପରି ହୁଅନ୍ତି
ଅବିବାହିତ ଅଟନ୍ତି (ପୁର୍ବରୁ
ବିବାହିତ ବା କେବେ ମଧ୍ୟ ବିବାହ କରିନାହାନ୍ତି), ଯେପରି ପାଉଲ ଅଟନ୍ତି।
# କିନ୍ତୁ କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ଵରଙ୍କ ଠାରୁ ଦାନ ପାଇଅଛି
ଏଠାରେ: “ଈଶ୍ଵର ଜଣେ ବ୍ୟକ୍ତିକୁ ଏପ୍ରକାର, ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ସେପ୍ରକାର ଯୋଗ୍ୟତା ଦେଇଅଛନ୍ତି।”