# ପରସ୍ପରକୁ ବଞ୍ଚିତ ନ କର ଏଠାରେ: “ଯୌନ ସମ୍ପର୍କରେ ସନ୍ତୁଷ୍ଟ କରିବା ନିମନ୍ତେ ଆପଣା ସ୍ୱାମୀ ବା ଭାର୍ଯ୍ୟାକୁ ମନା କର ନାହିଁ” # କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହିପାର; ଯିହୁଦୀ ଧର୍ମନୀତି ଅନୁଯାଇ ୧ ୨ ସପ୍ତାହ ହୋଇପାରେ। # ଆପଣାମାନଙ୍କୁ ଉତ୍ସର୍ଗ କର “ଆପଣାମାନଙ୍କୁ ସମର୍ପଣ କର” # ପୁନର୍ବାର ଏକତ୍ର ହୁଅ ସହବାସ ନିମନ୍ତେ ଫେରିବା # ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଏଠାରେ: “କାରଣ କେତେକ ଦିନ ପରେ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଇଚ୍ଛାକୁ ଦମନ କରିବା କଷ୍ଟକର ହେବ” # ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି କହେ ପାଉଲ କରିନ୍ଥୀୟମାନଙ୍କୁ କହନ୍ତି ଯେ, ପ୍ରାର୍ଥନା ଉଦ୍ଦେଶ୍ୟରେ ସେମାନେ ଅଳ୍ପ କାଳ ସହବାସରୁ କ୍ଷାନ୍ତ ହୋଇପାରନ୍ତି, କିନ୍ତୁ ତାହା କେବଳ ବିଶେଷ କାରଣ ନିମନ୍ତେ, ସଦାକାଳ ନିମନ୍ତେ ଆବଶ୍ୟକ ନୁହେଁ। # ମୋହର ପରି ହୁଅନ୍ତି ଅବିବାହିତ ଅଟନ୍ତି (ପୁର୍ବରୁ ବିବାହିତ ବା କେବେ ମଧ୍ୟ ବିବାହ କରିନାହାନ୍ତି), ଯେପରି ପାଉଲ ଅଟନ୍ତି। # କିନ୍ତୁ କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ଵରଙ୍କ ଠାରୁ ଦାନ ପାଇଅଛି ଏଠାରେ: “ଈଶ୍ଵର ଜଣେ ବ୍ୟକ୍ତିକୁ ଏପ୍ରକାର, ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ସେପ୍ରକାର ଯୋଗ୍ୟତା ଦେଇଅଛନ୍ତି।”