or_tn/1co/02/14.md

12 lines
698 B
Markdown

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାହାଙ୍କର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ (ଦେଖ:[[rc://*/ta/man/translate/figs-inclusive]])
# unspiritual person
ଅଣଖ୍ରୀଷ୍ଟିୟାନ ବ୍ୟକ୍ତି, ଯିଏ କି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିନାହିଁ
# because they are spiritually discerned
କାରଣ ଏହି ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ ହୋଇଥାଏ