# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାହାଙ୍କର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ (ଦେଖ:[[rc://*/ta/man/translate/figs-inclusive]]) # unspiritual person ଅଣଖ୍ରୀଷ୍ଟିୟାନ ବ୍ୟକ୍ତି, ଯିଏ କି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିନାହିଁ # because they are spiritually discerned କାରଣ ଏହି ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ ହୋଇଥାଏ