or_tn/1co/02/14.md

698 B

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାହାଙ୍କର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ (ଦେଖ:rc://*/ta/man/translate/figs-inclusive)

unspiritual person

ଅଣଖ୍ରୀଷ୍ଟିୟାନ ବ୍ୟକ୍ତି, ଯିଏ କି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିନାହିଁ

because they are spiritually discerned

କାରଣ ଏହି ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ ହୋଇଥାଏ