or_tn/1co/01/07.md

949 B
Raw Blame History

Therefore

କାରଣ ମୁଁ ଏବେ ଯାହା କହିଅଛି ତାହା ସତ୍ୟ ଅଟେ

you lack no spiritual gift

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ ନିକଟରେ ସମସ୍ତ ଆତ୍ମିକ ଦାନ ରହିଛି” (ଦେଖ:rc://*/ta/man/translate/figs-litotes)

the revelation of our Lord Jesus Christ

ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ସେହି ସମୟ ଆସିବ ଯେତେବେଳେ ଈଶ୍ବର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଓ ) “ସେହି ସମୟ ଆସିବ ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାକୁ ପ୍ରକାଶ କରିବେ ।”