or_tn/1co/01/07.md

12 lines
949 B
Markdown
Raw Normal View History

2020-11-19 00:15:53 +00:00
# Therefore
କାରଣ ମୁଁ ଏବେ ଯାହା କହିଅଛି ତାହା ସତ୍ୟ ଅଟେ
# you lack no spiritual gift
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ ନିକଟରେ ସମସ୍ତ ଆତ୍ମିକ ଦାନ ରହିଛି” (ଦେଖ:[[rc://*/ta/man/translate/figs-litotes]])
# the revelation of our Lord Jesus Christ
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ସେହି ସମୟ ଆସିବ ଯେତେବେଳେ ଈଶ୍ବର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଓ ) “ସେହି ସମୟ ଆସିବ ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାକୁ ପ୍ରକାଶ କରିବେ ।”