# Therefore କାରଣ ମୁଁ ଏବେ ଯାହା କହିଅଛି ତାହା ସତ୍ୟ ଅଟେ # you lack no spiritual gift ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ ନିକଟରେ ସମସ୍ତ ଆତ୍ମିକ ଦାନ ରହିଛି” (ଦେଖ:[[rc://*/ta/man/translate/figs-litotes]]) # the revelation of our Lord Jesus Christ ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ସେହି ସମୟ ଆସିବ ଯେତେବେଳେ ଈଶ୍ବର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଓ ୨) “ସେହି ସମୟ ଆସିବ ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାକୁ ପ୍ରକାଶ କରିବେ ।”