or_tn/1co/01/05.md

1.2 KiB
Raw Blame History

He has made you rich

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଓ )”ଈଶ୍ବର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”।

made you rich in every way

ପାଉଲ ସାଧାରଣ ଶବ୍ଦରେ କହୁଅଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ଆଧ୍ୟାତ୍ମିକ ଆଶୀର୍ବାଦରେ ଧନବାନ କଲେ”(ଦେଖ:rc://*/ta/man/translate/figs-hyperbole)

in all speech

ଅନ୍ୟମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଭିନ୍ନ ଭାବରେ କହିବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।

all knowledge

ଈଶ୍ବରଙ୍କ ସୁସମାଚାରକୁ ବିଭିନ୍ନ ମାଧ୍ୟମରେ ବୁଝିବା ପାଇଁ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।