or_tn/1co/01/05.md

16 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# He has made you rich
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଓ )”ଈଶ୍ବର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”।
# made you rich in every way
ପାଉଲ ସାଧାରଣ ଶବ୍ଦରେ କହୁଅଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ଆଧ୍ୟାତ୍ମିକ ଆଶୀର୍ବାଦରେ ଧନବାନ କଲେ”(ଦେଖ:[[rc://*/ta/man/translate/figs-hyperbole]])
# in all speech
ଅନ୍ୟମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଭିନ୍ନ ଭାବରେ କହିବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।
# all knowledge
ଈଶ୍ବରଙ୍କ ସୁସମାଚାରକୁ ବିଭିନ୍ନ ମାଧ୍ୟମରେ ବୁଝିବା ପାଇଁ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।