# He has made you rich ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଓ ୨)”ଈଶ୍ବର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”। # made you rich in every way ପାଉଲ ସାଧାରଣ ଶବ୍ଦରେ କହୁଅଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ଆଧ୍ୟାତ୍ମିକ ଆଶୀର୍ବାଦରେ ଧନବାନ କଲେ”(ଦେଖ:[[rc://*/ta/man/translate/figs-hyperbole]]) # in all speech ଅନ୍ୟମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଭିନ୍ନ ଭାବରେ କହିବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି । # all knowledge ଈଶ୍ବରଙ୍କ ସୁସମାଚାରକୁ ବିଭିନ୍ନ ମାଧ୍ୟମରେ ବୁଝିବା ପାଇଁ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।