or_tn/rom/16/17.md

24 lines
1.9 KiB
Markdown

# Connecting Statement:
ପାଉଲ ବିଶ୍ବାସୀମାନଙ୍କୁ ଏକତା ବିଷୟରେ ଓ ଈଶ୍ବରଙ୍କ ପାଇଁ ବଞ୍ଚିବା ବିଷୟରେ ଏକ ଅନ୍ତିମ ଚେତାବନୀ ଦିଅନ୍ତି I
# brothers
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ ମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଟନ୍ତି I
# to think about
ଚିହ୍ନିରଖିବା
# who are causing the divisions and obstacles
ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୁକ୍ତି କରନ୍ତି ଓ ଅନ୍ୟମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଅଟକାଇ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପରସ୍ପର ସହିତ ଯୁକ୍ତି କରିବାପାଇଁ ବିଶ୍ବାସୀମାନଙ୍କୁ ପ୍ରବର୍ତ୍ତାନ୍ତି ଓ ଈଶ୍ବରଙ୍କଠାରେ ବିଶ୍ବାସ କରିବାରୁ ନିବୃତ୍ତ କରନ୍ତି” (ଦେଖ:[[rc://*/ta/man/translate/figs-explicit]])
# They are going beyond the teaching that you have learned
ସେମାନେ ଏପରି ଜିନିଷ ଶିଖାନ୍ତି, ଯାହା ତୁମ୍ଭେମାନେ ପ୍ରଥମରୁ ଶିଖିଥିବା ସତ୍ୟତା ସହିତ ଏକମତ ନୁହେଁ
# Turn away from them
ଏଠାରେ “ପୃଥକ୍ ରହିବା” ଏକ ରୂପକ, ଯାହାର ଅର୍ଥ “ଶୁଣିବା ପାଇଁ ମନା କରିଦେବା I” ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର କଥା ଶୁଣ ନାହିଁ” (ଦେଖ:[[rc://*/ta/man/translate/figs-metaphor]])