or_tn/rom/16/17.md

1.9 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ଏକତା ବିଷୟରେ ଓ ଈଶ୍ବରଙ୍କ ପାଇଁ ବଞ୍ଚିବା ବିଷୟରେ ଏକ ଅନ୍ତିମ ଚେତାବନୀ ଦିଅନ୍ତି I

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ ମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଟନ୍ତି I

to think about

ଚିହ୍ନିରଖିବା

who are causing the divisions and obstacles

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୁକ୍ତି କରନ୍ତି ଓ ଅନ୍ୟମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଅଟକାଇ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପରସ୍ପର ସହିତ ଯୁକ୍ତି କରିବାପାଇଁ ବିଶ୍ବାସୀମାନଙ୍କୁ ପ୍ରବର୍ତ୍ତାନ୍ତି ଓ ଈଶ୍ବରଙ୍କଠାରେ ବିଶ୍ବାସ କରିବାରୁ ନିବୃତ୍ତ କରନ୍ତି” (ଦେଖ:rc://*/ta/man/translate/figs-explicit)

They are going beyond the teaching that you have learned

ସେମାନେ ଏପରି ଜିନିଷ ଶିଖାନ୍ତି, ଯାହା ତୁମ୍ଭେମାନେ ପ୍ରଥମରୁ ଶିଖିଥିବା ସତ୍ୟତା ସହିତ ଏକମତ ନୁହେଁ

Turn away from them

ଏଠାରେ “ପୃଥକ୍ ରହିବା” ଏକ ରୂପକ, ଯାହାର ଅର୍ଥ “ଶୁଣିବା ପାଇଁ ମନା କରିଦେବା I” ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର କଥା ଶୁଣ ନାହିଁ” (ଦେଖ:rc://*/ta/man/translate/figs-metaphor)