# Connecting Statement: ପାଉଲ ବିଶ୍ବାସୀମାନଙ୍କୁ ଏକତା ବିଷୟରେ ଓ ଈଶ୍ବରଙ୍କ ପାଇଁ ବଞ୍ଚିବା ବିଷୟରେ ଏକ ଅନ୍ତିମ ଚେତାବନୀ ଦିଅନ୍ତି I # brothers ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ ମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଟନ୍ତି I # to think about ଚିହ୍ନିରଖିବା # who are causing the divisions and obstacles ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୁକ୍ତି କରନ୍ତି ଓ ଅନ୍ୟମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଅଟକାଇ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପରସ୍ପର ସହିତ ଯୁକ୍ତି କରିବାପାଇଁ ବିଶ୍ବାସୀମାନଙ୍କୁ ପ୍ରବର୍ତ୍ତାନ୍ତି ଓ ଈଶ୍ବରଙ୍କଠାରେ ବିଶ୍ବାସ କରିବାରୁ ନିବୃତ୍ତ କରନ୍ତି” (ଦେଖ:[[rc://*/ta/man/translate/figs-explicit]]) # They are going beyond the teaching that you have learned ସେମାନେ ଏପରି ଜିନିଷ ଶିଖାନ୍ତି, ଯାହା ତୁମ୍ଭେମାନେ ପ୍ରଥମରୁ ଶିଖିଥିବା ସତ୍ୟତା ସହିତ ଏକମତ ନୁହେଁ # Turn away from them ଏଠାରେ “ପୃଥକ୍ ରହିବା” ଏକ ରୂପକ, ଯାହାର ଅର୍ଥ “ଶୁଣିବା ପାଇଁ ମନା କରିଦେବା I” ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର କଥା ଶୁଣ ନାହିଁ” (ଦେଖ:[[rc://*/ta/man/translate/figs-metaphor]])