or_tn/rom/16/13.md

12 lines
878 B
Markdown

# Rufus
ଏହା ଏକ ପୁରୁଷର ନାମ I (ଦେଖ: [[rc://*/ta/man/translate/translate-names]])
# chosen in the Lord
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ପ୍ରଭୁ ମନୋନୀତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
# his mother and mine
ପାଉଲ ରୂଫଙ୍କ ମାଆ କଥା କହନ୍ତି, ଯେପରି ସେ ତାହାଙ୍କ ନିଜର ମାଆ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମାଆ, ଯାହାକୁ ମୁଁ ମଧ୍ୟ ମୋ ନିଜର ମାଆ ବୋଲି ମାନେ” (ଦେଖ:[[rc://*/ta/man/translate/figs-metaphor]])