# Rufus ଏହା ଏକ ପୁରୁଷର ନାମ I (ଦେଖ: [[rc://*/ta/man/translate/translate-names]]) # chosen in the Lord ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ପ୍ରଭୁ ମନୋନୀତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]]) # his mother and mine ପାଉଲ ରୂଫଙ୍କ ମାଆ କଥା କହନ୍ତି, ଯେପରି ସେ ତାହାଙ୍କ ନିଜର ମାଆ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମାଆ, ଯାହାକୁ ମୁଁ ମଧ୍ୟ ମୋ ନିଜର ମାଆ ବୋଲି ମାନେ” (ଦେଖ:[[rc://*/ta/man/translate/figs-metaphor]])