or_tn/rom/16/13.md

878 B

Rufus

ଏହା ଏକ ପୁରୁଷର ନାମ I (ଦେଖ: rc://*/ta/man/translate/translate-names)

chosen in the Lord

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ପ୍ରଭୁ ମନୋନୀତ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

his mother and mine

ପାଉଲ ରୂଫଙ୍କ ମାଆ କଥା କହନ୍ତି, ଯେପରି ସେ ତାହାଙ୍କ ନିଜର ମାଆ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମାଆ, ଯାହାକୁ ମୁଁ ମଧ୍ୟ ମୋ ନିଜର ମାଆ ବୋଲି ମାନେ” (ଦେଖ:rc://*/ta/man/translate/figs-metaphor)