or_tn/rom/16/01.md

20 lines
1.0 KiB
Markdown

# Connecting Statement:
ପାଉଲ ରୋମର କେତେକ ବିଶ୍ବାସୀମାନଙ୍କୁ ନାମ ନେଇ ଅଭିବାଦନ ଜଣାଉଛନ୍ତି I
# I commend to you Phoebe
ମୁଁ ଚାହୁଁଛି ଯେ ତୁମ୍ଭେମାନେ ଫୈବୀକୁ ସମ୍ମାନ କରିବ
# Phoebe
ଏହା ଏକ ମହିଳାର ନାମ I (ଦେଖ:[[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]])
# our sister
“ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ଆମ୍ଭମାନଙ୍କର ଭଉଣୀ” (ଦେଖ: [[rc://*/ta/man/translate/figs-inclusive]])
# Cenchrea
ଏହା ଗ୍ରୀସର ଏକ ସମୁଦ୍ର ବନ୍ଦର ନଗରୀ ଥିଲା I (ଦେଖ:[[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]])