# Connecting Statement: ପାଉଲ ରୋମର କେତେକ ବିଶ୍ବାସୀମାନଙ୍କୁ ନାମ ନେଇ ଅଭିବାଦନ ଜଣାଉଛନ୍ତି I # I commend to you Phoebe ମୁଁ ଚାହୁଁଛି ଯେ ତୁମ୍ଭେମାନେ ଫୈବୀକୁ ସମ୍ମାନ କରିବ # Phoebe ଏହା ଏକ ମହିଳାର ନାମ I (ଦେଖ:[[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]]) # our sister “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ଆମ୍ଭମାନଙ୍କର ଭଉଣୀ” (ଦେଖ: [[rc://*/ta/man/translate/figs-inclusive]]) # Cenchrea ଏହା ଗ୍ରୀସର ଏକ ସମୁଦ୍ର ବନ୍ଦର ନଗରୀ ଥିଲା I (ଦେଖ:[[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]])