or_tn/rom/16/01.md

1.0 KiB

Connecting Statement:

ପାଉଲ ରୋମର କେତେକ ବିଶ୍ବାସୀମାନଙ୍କୁ ନାମ ନେଇ ଅଭିବାଦନ ଜଣାଉଛନ୍ତି I

I commend to you Phoebe

ମୁଁ ଚାହୁଁଛି ଯେ ତୁମ୍ଭେମାନେ ଫୈବୀକୁ ସମ୍ମାନ କରିବ

Phoebe

ଏହା ଏକ ମହିଳାର ନାମ I (ଦେଖ:[[rc:///ta/man/translate/translate-names]] ଓ [[rc:///ta/man/translate/translate-unknown]])

our sister

“ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ଆମ୍ଭମାନଙ୍କର ଭଉଣୀ” (ଦେଖ: rc://*/ta/man/translate/figs-inclusive)

Cenchrea

ଏହା ଗ୍ରୀସର ଏକ ସମୁଦ୍ର ବନ୍ଦର ନଗରୀ ଥିଲା I (ଦେଖ:[[rc:///ta/man/translate/translate-names]] ଓ [[rc:///ta/man/translate/translate-unknown]])