or_tn/rom/15/05.md

976 B

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉସ୍ଚାହ କରୁଛନ୍ତି ଯେ ଉଭୟ ବିଜାତି ବିଶ୍ବାସୀମାନେ ଓ ବିଶ୍ବାସ କରୁଥିବା ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ଏକ ଅଟନ୍ତି I

may ... God ... grant

ମୁଁ ପ୍ରାର୍ଥନା କରୁଅଛି ଯେIII ଈଶ୍ବର IIIଗ୍ରହଣ କରିବେ

to be of the same mind with each other

ଏଠାରେ “ଏକ ମନା” ଏକ ଉପମା ଅଟେ, ଯାହାର ଅର୍ଥ ହେଉଛି, ପରସ୍ପର ସହିତ ସହମତିରେ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ସହମତ ହେବା” ବା “ଏକତ୍ରିତ ହେବା” (ଦେଖ:rc://*/ta/man/translate/figs-metonymy)