# Connecting Statement: ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉସ୍ଚାହ କରୁଛନ୍ତି ଯେ ଉଭୟ ବିଜାତି ବିଶ୍ବାସୀମାନେ ଓ ବିଶ୍ବାସ କରୁଥିବା ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ଏକ ଅଟନ୍ତି I # may ... God ... grant ମୁଁ ପ୍ରାର୍ଥନା କରୁଅଛି ଯେIII ଈଶ୍ବର IIIଗ୍ରହଣ କରିବେ # to be of the same mind with each other ଏଠାରେ “ଏକ ମନା” ଏକ ଉପମା ଅଟେ, ଯାହାର ଅର୍ଥ ହେଉଛି, ପରସ୍ପର ସହିତ ସହମତିରେ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ସହମତ ହେବା” ବା “ଏକତ୍ରିତ ହେବା” (ଦେଖ:[[rc://*/ta/man/translate/figs-metonymy]])