or_tn/rom/15/05.md

12 lines
976 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉସ୍ଚାହ କରୁଛନ୍ତି ଯେ ଉଭୟ ବିଜାତି ବିଶ୍ବାସୀମାନେ ଓ ବିଶ୍ବାସ କରୁଥିବା ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ଏକ ଅଟନ୍ତି I
# may ... God ... grant
ମୁଁ ପ୍ରାର୍ଥନା କରୁଅଛି ଯେIII ଈଶ୍ବର IIIଗ୍ରହଣ କରିବେ
# to be of the same mind with each other
ଏଠାରେ “ଏକ ମନା” ଏକ ଉପମା ଅଟେ, ଯାହାର ଅର୍ଥ ହେଉଛି, ପରସ୍ପର ସହିତ ସହମତିରେ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ସହମତ ହେବା” ବା “ଏକତ୍ରିତ ହେବା” (ଦେଖ:[[rc://*/ta/man/translate/figs-metonymy]])